ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏଥିରେ 300 ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ ତ୍ବରିତ ଅତ୍ୟାଧୁନିକ ଚିକିତ୍ସା ସୁନିଶ୍ଚିତ କରିବ।