Odiapua.com

କୋରାପୁଟ ସହରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ

କୋରାପୁଟ ୧୭-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।କୋରାପୁଟ ସହରରେ ଥିବା ସାଉଥକୋ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଥିବା ବେଳେ ବିଏସଏନଏଲ, ଦୂରଦର୍ଶନ, ଜନସ୍ୱାସ୍ଥ୍ୟ, କୋରାପୁଟ ମ୍ୟୁନସିପାଲଟି, ପିଡବ୍ଲୁଡି, ଜିଲ୍ଲା ଗ୍ରାମୀଣ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, କୋରାପୁଟ ରେଲବାଇ ପ୍ରମୁଖ ସହ ଅନେକ ବେସରକାରୀ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।