କୋରାପୁଟ ; ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟରେ ଦିନକୁ ଦିନ ଶୀତ ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଅସହାୟକମାନଙ୍କ କୋରାପୁଟ ପୈାରପରିଷଦ ସହଯୋଗର ହାତ ବଢେଇଛି ।କୋରାପୁଟ ଶିରିଡି ସାଇମନ୍ଦିର ନିକଟରେ ଏକ ଅସ୍ଥାୟୀ ରାତ୍ରୀ ରହଣୀ ସ୍ଥଳୀ କରାଯାଇଥିବା ପୈାର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ପ୍ରକାଶ କରିଛନ୍ତି ।ଏଥିରେ ୨୦ ଜଣଙ୍କ ନିମନ୍ତେ ସମସ୍ତ ସୁବିଧା କରାଯାଇଥିବା ସେ ସୂଚନା ଦେଇଥିଲେ ।
କୋରାପୁଟ ପୈାରପରିଷଦ ଦ୍ୱାରା ଅସହାୟକଙ୍କ ନିମନ୍ତେ ଅସ୍ଥାୟୀ ରାତ୍ରୀ ରହଣୀ ସ୍ଥଳୀ
