Odiapua.com

କୋରାପୁଟ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ମଧୁସୂଦନ ମିଶ୍ର

କୋରାପୁଟ ୮/୮ (ଓଡ଼ିଆ ପୁଅ/ଅଭିନାଶ ଜା ନାମ) କୋରାପୁଟ ଜିଲ୍ଲାର ପୂର୍ବତନ ମହିଳା ଜିଲ୍ଲାପାଳ ପେମା ଟୁଡୁଙ୍କୁ ମାତ୍ର ୨୨ ଦିନ କର୍ଯ୍ୟ କରିଥିବାବେଳେ ହଠାତ ରାଜ୍ୟ ସରକାରଙ୍କ ଦ୍ଵାରା ନୟାଗଡ଼ ଜିଲାପାଳ ଭାବେ ବଦଳି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଭାବେ ମଧୁସୂଦନ ମିଶ୍ର ଦାଇତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ପେମା ଟୁଡୁ ନୂତନ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ରଙ୍କୁ କାର୍ଯ୍ୟ ଭାର ପ୍ରଧାନ କରିଛନ୍ତି। ଏହି କାର୍ଯ୍ୟଭାର ପ୍ରଧାନ ଅବସରରେରେ ଏଡିଏମ ଉପସ୍ଥିତ ରହିଥିଲେ। ଏହାପୂର୍ବରୁ ଶ୍ରୀ ମଧୁସୂଦନ ମିଶ୍ର ମାର୍କପେଡ ଏମଡି ଭାବେ କାର୍ଯ୍ୟରତ ଥିଲେ।