Odiapua.com

କୋରାପୁଟ କୋର୍ଟ ପରିସରରେ ସ୍ୱଛତା ଅଭିଯାନ

କୋରାପୁଟ ; ତା୦୩-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ କୋର୍ଟ ପରିସରରେ ଆଜି ପୂର୍ବାହ୍ନରେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଡଛି ।ଏଥିରେ ଏଡିଜେ ହେମନ୍ତ କୁମାର ସେଠୀ , ସବ-ଜଜ ସୈାଭାଗ୍ୟ ରଂଜନ ସ୍ୱାଇଁ , ଏସଡିଜିଏମ ଜୈ୍ୟାତିରଂଜନ ଦାସ ,ମୁନସିଫ ଶୀଲାପ୍ରିୟଦର୍ଶନୀ ପଣ୍ଡା ଓ ସ୍ୱତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗୟାଧର ପାଣିଗ୍ରାହୀ ଯୋଗଦେଇଥିଲେ ବୋଲି ଜଣାପଡିଛି ।