Odiapua.com

କୋରାପୁଟ କରୋନା ଆକ୍ରାନ୍ତ ହେଉଛନ୍ତି ବନ୍ଧୁଗାଁ ବ୍ଲକ କ୍ୱାରେଣ୍ଟିନ ସେଣ୍ଟରରୁ

କୋରାପୁଟ ୨୮-୬ (ଓଡ଼ିଆ ପୁଅ) କୋରାପୁଟ ଜିଲ୍ଲାରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହେଉଛନ୍ତି ବନ୍ଧୁଗାଁ ବ୍ଲକ କ୍ୱାରେଣ୍ଟିନ ସେଣ୍ଚରରୁ ବୋଲି କୋରାପୁଟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କୋରାପୁଟରେ ୨୯ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [+୧] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।