କୋରାପୁଟ ୧୧-୦୫(ଓଡିଆ ପୁଅ /ରଂଜନ ଦାସ)ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମାରେ କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ତରଫରୁ ବିଭିନ୍ନ କୋଭିଡ ସୁରକ୍ଷା ସାମଗ୍ରୀ ୍େଯାଗାଇ ଦିଆଯାଇଥିବା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶରେ ବିଭାଗ ଓଡିଶା-ଆନ୍ଧ୍ର ସୀମା ସୁଙ୍କି,ବନ୍ଧୁଗାଁ,ଚାଟୁଆ ଓ ଛତିଶଗଡ ସୀମାର ଚାନ୍ଦିଲିରେ କାର୍ଯ୍ୟରତପୋଲିସ,ସ୍ୱାସ୍ଥ୍ୟ,ରାଜସ୍ୱ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଫେସମାସ୍କ,ଗ୍ଲୋଭଓ ସାନିଟାଇଜ୍ ଯୋଗାଇ ଦିଆଯାଇଥିବା ଜଣାପଡିଛି ।