Odiapua.com

କରୋନା ମହାମାରୀର ମୁକାବିଲା ନିମନ୍ତେ ସଚେତନତା

କୋରାପୁଟ ୧୧-୦୪(ଓଡିଆ ପୁଅ /ରଂଜନ ଦାସ)  କରୋନା ମହାମାରୀର ମୁକାବିଲା ନିମନ୍ତେ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୋରାପୁଟର କର୍ମକର୍ତାମାନେ କୋରାପୁଟଠାରେ ଲୋକମାନଙ୍କୁ ସଚେତନତା କରାଇଥିଲେ ।ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବା ନିମନ୍ତେ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସୈାମେନ୍ଦ୍ର ସ୍ୱାଇଁ ,ସିଡବ୍ଲୁସି ସଦସ୍ୟା ସ୍ନୃତିସୁଧା ସାହୁ ,ନଗର ସଂପାଦିକା ଭବାନୀ ପରିଡା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଲିଭା ରଥ , ଆଶିଷ ରଥ ,ସୁନୀତା ସାହୁ , ନାଗା ପ୍ରସାଦ ରାଓ , ପ୍ରଶାନ୍ତ ବାଘ ପ୍ରମୁଖ  ଯୋଗଦେଇଥିଲେ ।