Odiapua.com

ଏହି ଦେଶରେ ଆତଙ୍କୀ ଆକ୍ରମଣ : ୩୫ ଲୋକଙ୍କର ମୃତ୍ୟୁ, ୮୦ ଆତଙ୍କୀ ନିପାତ

ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରୀକାର ବୁର୍କିନା ଫାସୋର ସୌମ ପ୍ରାନ୍ତରେ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାବଳ ଅଭିଯାନ ଚଳାଇ ୮୦ ସଂଦିଗ୍ଧ ଆତଙ୍କବାଦୀଙ୍କୁ ମାରିଛନ୍ତି। ମଙ୍ଗଳବାରଦିନ ଆତଙ୍କବାଦୀମାନେ ସହରରେ ଆକ୍ରମଣ କରିଥିଲେ। ଏହାଫଳରେ ୩୫ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ।