ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) LPGର ଦାମ ବଢ଼ିବା ଉପରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିଯେ, ଅନ୍ତର୍ରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବଢ଼ିବା କାରଣରୁ ଚଳିତ ମାସରେ LPG ର ଦର ବଢ଼ିଛି।
ଆସନ୍ତା ମାସରେ ଦର କମିବାର ମଧ୍ୟ ସମ୍ଭାବନା ଅଛି। ଥଣ୍ଡାଦିନରେ LPG ର ଚାହିଦା ବଢ଼ିବା କାରଣରୁ ସୂଲ୍ୟ ବୃଦ୍ଧି ହୋଇଛି।