ଯାଜପୁର୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ବ୍ୟାସନଗର ଦଳା ଛକରେ ଅଜି ଏକ ଆମ୍ବୁଲାନ୍ସ ଦୃର୍ଘଟଣାରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଜଣେ ଶିଶୁ ଆହତ ହୋଇଥିବା ଜଣାପଡିଛି। ମୃତ ବରଣ କରିଥିବା ମହିଳଙ୍କ ଘର ବରୀ ଅଞ୍ଚଳର ଚୁଡାକଳରେ ବୋଲି ଜଣା ପଡିଥିଲେହେଁ ସମ୍ପୁର୍ଣ୍ଣ ପରିଚୟ ମିଳିପାରିନାହିଁ।