Odiapua.com

ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ

ସମ୍ବଲପୁର ୧-୮ (ଓଡ଼ିଆ ପୁଅ) ସମ୍ବଲପୁର ଆକାଶବାଣୀ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁର ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆକାଶବାଣୀର ପ୍ରାୟ ସବୁ କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନିଜ ସଂସ୍କୃତିର ପରିଚୟ ଦେଇଛନ୍ତି। ଗଲା ୨ ବର୍ଷ ଧରି ଆକାଶବାଣୀ କେନ୍ଦ୍ର ତରଫରୁ ସମ୍ବଲପୁରୀ ଦିବସକୁ ପାଳନ କରାଯାଉଛି।