Odiapua.com

କୁମ୍ଭ:ଗଙ୍ଗାରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ

ପ୍ରୟାଗରାଜ୍:ଉତ୍ତରପ୍ରଦେଶ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବୈଠକ କୁମ୍ଭ ମେଳା ସ୍ଥଳୀରେ ଅନୁଷ୍ଠିତ ହୋଇଛି।ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ ଗଙ୍ଗାରେ ବୁଡ଼ ପକାଇଛନ୍ତି।ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ମନ୍ତ୍ରୀ ମାନଙ୍କ ସହ ଅକ୍ଷୟବଟ ଦର୍ଶନ କରିଥିଲେ।/ଦେବଦତ୍ତ