ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତୃ ବିୟୋଗ ଘଟିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଶ୍ୱଙ୍କର ଦେହାନ୍ତ ହୋଇଛି। ସୋମବାର ସକାଳ ୧୦: ୪୪ ସମୟରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ କୁମାର ଆୱସ୍ତି ଏହା ନିଶ୍ଚିତ କରିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ଯକୃତ ଏବଂ କିଡନୀ ସମସ୍ୟା ଥିଲା। ଅଧିକ ଯନ୍ତ୍ରଣା … Continue reading ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ