Odiapua.com

ତାର ଚୋରୀ କରୁଥିଲା: ଜିଅନ୍ତା ଜଳିଗଲା ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଜଣେ ଦୁର୍ବୁତ୍ତ ଇଲେକ୍ଟ୍ରିକ ତାର ଚୋରୀ କରୁଥିବା ସମୟରେ ଜିଅନ୍ତା ଜଳିଯାଇଛି। ତାଙ୍କ ପରିଚୟ ଛଣଗିରୀ ଅଞ୍ଚଳର ଟେଲର ମାଷ୍ଟର ହାକ ଖାନଙ୍କ ପୁଅ ସେକ କୁନା ଖାନ୍ ବୋଲି ଜଣାପଡ଼ିଛି। ଛଣଗିରୀ ପଞ୍ଚଦୋଳ ପଡ଼ିଆ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପୋଡ଼ା ତଥା ତାଙ୍କ ମର ଶରୀର ଓଲଟା ଝୁଲୁଥିବା ଅବସ୍ଥାରେ ଆଜି ସକାଳୁ ଉଦ୍ଧାର ହୋଇଛି।
-/Dr