Odiapua.com

କାମ କଲା ହ୍ଵାଟ୍ସଆପ୍: ଏବେ ଯାଉଛି ଆଉ ଆସୁଛି ମେସେଜ୍ ..

ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ସାଇଟ ହ୍ୱାଟ୍ସଆପ୍ ସର୍ଭର ଠପ୍ ହୋଇଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨:୩୦ରୁ ମେସେଜ୍ ଯାଉନଥିଲା କି ମେସେଜ୍ ଆସୁନଥିଲା। ଭଏସ୍ କଲ୍, ଭିଡିଓ କଲ୍ କିଛି ହୋଇ ପାରୁନଥିଲା। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ତେବେ, ପାଖାପାଖି ଦୁଇ ଘଣ୍ଟା ପରେ ଏବେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରୁ ହ୍ଵାଟ୍ସଆପ୍ ମେସେଜ୍ ଯିବା ଆସିବା ଆରମ୍ଭ ହୋଇଯାଇଛି।
-/Dr