Odiapua.com

ପଶ୍ଚିମ ବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟର ଯାନ ନିୟମ

କୋଲକାତା ୧୧-୯ (ଓଡ଼ିଆ ପୁଅ) ମମତା ବାନାର୍ଜୀ କହିଲେ ପଶ୍ଚିମ ବଙ୍ଗରେ ଲାଗୁ ହେବ ନାହିଁ ନୂତନ ମୋଟର ଯାନ ଆଇନ୍। ସେ କହିଲେ ଆମର ଅଧିକାରୀମାନେ କହିଲେ ଏହା ଫଳରେ ସାଘାରଣ ଲୋକମାନଙ୍କ ଉପରେ ଭାରୀ ବୋଝ ପଡ଼ିବ ଏବଂ ସେ ବର୍ତ୍ତମାନ ଏହି ନୂଆ ନିୟମକୁ ଲାଗୁ କରି ପାରିବେ ନାହିଁ।