Odiapua.com

ଦୀପାବଳୀରେ ବିରୁଷ୍କାଙ୍କ ରୋମାନ୍ସ

ମୁମ୍ବାଇ: କାଲି ଥିଲା ଦୀପାବଳୀ।ସମସ୍ତେ ଆଲୋକର ଉତ୍ସବ ଦୀପାବଳୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ସେଲିବ୍ରେଟି ମାନେ ମଧ୍ୟ ଏଥରୁ ବାଦ ନଥିଲେ।ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ୍ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା, ପତିପତ୍ନୀ ଦୁହେଁ ଏକାଠି ପାଳନ କରିଥିଲେ ଦୀପାବଳୀ।ବିରାଟ ଏବଂ ଅନୁଷ୍କା ଯୋଡ଼ି ସେମାନଙ୍କର ରୋମାଣ୍ଟିକ୍ ପୋଜ୍ ଫଟୋ ଉଭୟ ସେମାନଙ୍କ ଟ୍ୱିଟର, ଇଂସ୍ଟଗ୍ରାମ୍ ଆଦି ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି।ଫଟୋ ଗୁଡ଼ିକୁ ବିରାଟ ଏବଂ ଅନୁଷ୍କାଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି।//ଦେବଦତ୍ତ ରଥ