Odiapua.com

କମଲ,କମଲ,କମଲ,କମଲ (ପଦ୍ମ)….ଏକା ନିଶ୍ୱାସରେ କେତେଥର ଥର କହିଗଲେ ନେତା:ଭିଡିଓ ଭାଇରାଲ

ମେରଠ:ଉତ୍ତର ପ୍ରଦେଶରେ ଏକ ନିର୍ବଚନୀ ସଭାରେ ଜଣେ ନେତାଙ୍କର ଭାଷଣ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ବିଜେପି ପାର୍ଥି ରାଜେନ୍ଦ୍ର ଅଗ୍ରବାଲଙ୍କ ପାଇଁ ଭୋଟ ମାଗିବା ବେଳେ ବିଜେପି ନେତା ବିନୀତ ଅଗ୍ରବାଲ ସାରଦା ଏକ ନିଶ୍ୱାସରେ କେତେ ଥର କମଲ, କମଲ, କମଲ (ପଦ୍ମ) ବୋଲି କହି ପକାଇଛନ୍ତି।ବିନୀତ କହିଛନ୍ତି ଏତେ ସଂଖ୍ୟାରେ କମଲ (ପଦ୍ମ)କୁ ଭୋଟ ଦିଅ, ଯେପରି ମା’ ଲକ୍ଷ୍ମୀ ଆପଣଙ୍କ ଦ୍ୱାରକୁ ଆସିବାକୁ ବାଧ୍ୟ ହେବେ।/ଦେବଦତ୍ତ