Odiapua.com

ଆଲିଆ ଭଟ୍ଟଙ୍କ ବାହାଘର କାର୍ଡ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କାପୁରଙ୍କ ବାହାଘର କାର୍ଡ ଭାଇରାଲ ହେବାରେ ଲାଗିଛି।ଏଥିରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଉଭୟଙ୍କ ବାହାଘର ବୋଲି ଦର୍ଶାଯାଇଛି।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାହାଘର କାର୍ଡଟି ଫେକ୍ ବୋଲି ଜଣାପଡ଼ିଛି।କାର୍ଡରେ ଆଲିଆ ଭଟ୍ଟଙ୍କ ସ୍ପେଲିଂ ଭୁଲ ଲେଖା ଯାଇଥିବା ବେଳେ ଆଲିଆଙ୍କ ଦାଦା ମୁକେଶ ଭଟ୍ଟଙ୍କୁ ତାଙ୍କର ପିତା ଭାବରେ ଦର୍ଶାଯାଇଛି।ଏହାକୁ ନେଇ ଆଲିଆ କହିଛନ୍ତି, “ମୁଁ କ’ଣ କହିବି” ?//ଦେବଦତ୍ତ ରଥ