Odiapua.com

ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ

ମୁମ୍ବାଇ:ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମ ଉଦ୍ୟୋଗ ଦ୍ୱାରା ପାକିସ୍ଥାନୀ କଳାକାରଙ୍କ ଉପରେ ଲଗା ଯାଇଥିବା ବ୍ୟାନକୁ ସପକ୍ଷ କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ।ବିଦ୍ୟା କହିଛନ୍ତି,ମତେ ଲାଗୁଛି ଏଥର ଆମକୁ ଶକ୍ତ ପଦକ୍ଷେପ ନେବାକୁ ପଡ଼ିବ।ବାସ,ବହୁତ ହେଇଗଲା।ବିଦ୍ୟା କହିଲେ ଯେ ସେ କଳାକାର ମାନଙ୍କର ସୀମା ଏବଂ ରାଜନୀତି ଠାରୁ ଦୂରରେ ରଖିବା ଉପରେ ବିଶ୍ୱାସ ରଖନ୍ତି।କିନ୍ତୁ ଏବେ ଏହି ଚନ୍ତାଧାରାକୁ ବିରାମ ଦେବାକୁ ହେବ।/ଦେବଦତ୍ତ