Odiapua.com

ଅନୁଭବ ବର୍ଷା ପାରିବାରିକ ବିବାଦ : ମହିଳା କମିଶନରେ ହାଜର ହେଲେ ବର୍ଷା

ଭୁବନେଶ୍ୱର ୨୯-୧୨ (ଓଡ଼ିଆ ପୁଅ) ଓଲିଓଡ ଦମ୍ପତି ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହାଜର ପାଇଁ ୩ଜଣଙ୍କୁ ହୋଇଥିଲା ନୋଟିସ୍। ଅନୁଭବ ଏବଂ ତାଙ୍କ ବାପା, ମାଆଙ୍କୁ ଆଜି ହାଜର ହେବା ପାଇଁ ମହିଳା କମିଶନ ପକ୍ଷରୁ ନୋଟିସ ଥିଲା। ସ୍ବାମୀ ଓ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା।