କାଲି ଯିଏ ଧଜିଆ ଉଡ଼ାଉଥିଲେ ଆଜି ସିଏ ମାସ୍କ ପିନ୍ଧିବାକୁ ଦେଉଛନ୍ତି ପରାମର୍ଶ .. ଲଜ୍ଜା!

ଭୁବନେଶ୍ୱର: ହଁ, ଏବେ ଟିକେ କରୋନା ସଂକ୍ରମଣ ପ୍ରଭାବ ବଢ଼ିଯାଇଛି। କିନ୍ତୁ, କରୋନା ଯାଇନଥିଲା। ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚାଲିଥିଲା। ତେଣେ ସ୍ୱାସ୍ଥ୍ୟ ସଙ୍ଗଠନ ହେଉ ଅବା ଏମାନଙ୍କ ନେତା ପ୍ରଧାନମନ୍ତ୍ରୀ ମୋଦି ହୁଅନ୍ତୁ ଅବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମାନେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ପରାମର୍ଶ ଦେଇ ଚାଲିଥିଲେ। କିନ୍ତୁ, ପିପିଲି ଉପନିର୍ବାଚନ ପ୍ରଚାର ସମୟରେ ଏମାନେ ତାର ଧଜିଆ ଉଡ଼ାଇ ଚାଲିଥିଲେ। ସାମାଜିକ ଦୂରତା … Continue reading କାଲି ଯିଏ ଧଜିଆ ଉଡ଼ାଉଥିଲେ ଆଜି ସିଏ ମାସ୍କ ପିନ୍ଧିବାକୁ ଦେଉଛନ୍ତି ପରାମର୍ଶ .. ଲଜ୍ଜା!