୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ୧୨ ଭିଜନ୍: ଜାଣନ୍ତୁ କେଉଁ ମାସ ପାଇଁ କଣ ଭିଜନ୍ ..

ନୂଆଦିଲ୍ଲୀ: ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। କ୍ୟାଲେଣ୍ଡର ବିଷୟବସ୍ତୁ ନୟେ ସାଲ, ନୟେ ସଂକଳ୍ପ ରହିଥିବା ବେଳେ, ଏଥିରେ ସରକାରଙ୍କ ସଫଳତା ଓ ଭବିଷ୍ୟତ ପାଇଁ ଅଙ୍ଗୀକାରବଦ୍ଧତା ସ୍ଥାନିତ ହୋଇଛି। ମୋଟ ୧୧ ଲକ୍ଷ କ୍ୟାଲେଣ୍ଡର ଛପା ହେଉଥିବା ବେଳେ ସେଥିରୁ ୨.୫ ଲକ୍ଷ ଆଞ୍ଚଳିକ ଭାଷାରେ ଛପା ହେବ ବୋଲି ଜଣାପଡ଼ିଛି। ସେହିପରି ୧୩ ଭାଷାରେ ମୁଦ୍ରିତ କ୍ୟାଲେଣ୍ଡରଗୁଡିକ ଦେଶର ସମସ୍ତ … Continue reading ୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ୧୨ ଭିଜନ୍: ଜାଣନ୍ତୁ କେଉଁ ମାସ ପାଇଁ କଣ ଭିଜନ୍ ..