ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍

ମୁମ୍ବାଇ: ଆଜି ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଜନ୍ମଦିନ।ଅକ୍ଷୟ ଏବେ @ ୫୨।ଅକ୍ଷୟ ହେଉଛି ତାଙ୍କ ଫିଲ୍ମି ନାମ।ପ୍ରକୃତ ନାମ ହେଲା ରାଜୀବ ହରି ଓମ ଭାଟ୍ଟିଆ।ଅକ୍ଷୟ ହେଉଛନ୍ତି ଜଣେ ମୂଳ କାନାଡ଼ିଆନ ଭାରତୀୟ ନାଗରୀକ।୯, ସେପ୍ଟେମ୍ବର, ୧୯୬୭ ମସିହାରେ ଅକ୍ଷୟଙ୍କର ଜନ୍ମ।ଫ୍ୟାନ୍ସ ମାନଙ୍କ ଆଗରେ ସେ “ଅକ୍କି” ଭାବରେ ପପୁଲାର।୧୦୦ ରୁ ଉର୍ଦ୍ଦ୍ଵ ଫିଲ୍ମରେ ଅଭିନୟ କରି ସାରିଥିବା ଅକ୍ଷୟ ୨୦୧୬ରେ “ରୁସ୍ତମ”ରେ ଅଭିନୟ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପାଇବା ସହ ୨୦୦୧ ରେ … Continue reading ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍