ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମୁମ୍ବାଇରେ ତୃତୀୟ ମୃତ୍ୟୁ। ଏହା ସହିତ ଭାରତରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ପ୍ରଥମେ ୟୁଏଇରେ ଥିଲେ, ପରେ ଅହମ୍ମଦାବାଦ ଦେଇ ୨୦ ତାରିଖରେ ମୁମ୍ବାଇ ଫେରିଥିଲେ। ତାଙ୍କର ଅନିୟନ୍ତ୍ରିତ ମଧୁମେହ, ଉଚ୍ଚ ରକ୍ତଚାପର ଇତିହାସ ରହିଛି |
କରୋନାଭାଇରସ୍ କାରଣରୁ ମୁମ୍ବାଇରେ ତୃତୀୟ ମୃତ୍ୟୁ, ଭାରତରେ ମୋଟ ୧୦ ମୃତ୍ୟୁ
