ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ: ପ୍ରଭାବ ପକାଇ ପାରିନି କରୋନା

ଭୁବନେଶ୍ୱର: ଭାରତର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ରୁହନ୍ତି ଦୁନିଆର ସବୁଠାରୁ ବଡ଼ ପରିବାର। ୭୪ ବର୍ଷର ଏହି ପୁରୁଣା ପରିବାରକୁ ଏକ ସ୍ଵାଧୀନ ସମ୍ପ୍ରଦାୟ ବୋଲି କୁହାଯାଇ ପାରେ। ପରିବାରର ମୁଖିଆ ଜିଓନା ଚାନାଙ୍କର ୩୯ଟି ପତ୍ନୀ, ୯୪ ଜଣ ସନ୍ତାନ ସନ୍ତତି, ୧୪ ଜଣ ବୋହୂ ଏବଂ ୩୩ ଜଣ ନାତି, ନାତୁଣୀ ହୋଇ ମୋଟ ୧୮୧ ସଦସ୍ୟ ଅଛନ୍ତି। ମିଜୋରାମର ସୁନ୍ଦର ପାହାଡ଼ ମଧ୍ୟରେ ବାଟୱାଙ୍ଗ ଗ୍ରାମରେ ଗୋଟିଏ ଛାତ ତଳେ ଏକ … Continue reading ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ: ପ୍ରଭାବ ପକାଇ ପାରିନି କରୋନା