Odiapua.com

ବଲିଉଡରେ ଯୌନ ଶୋଷଣକୁ ନେଇ ଫିଲ୍ମ:ନଜର ଆସିବେ ତନୁଶ୍ରୀ

ମୁମ୍ବାଇ: ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଲିଉଡରେ ଯୁବା ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ ଉପରେ ସମ୍ବଦ୍ଧିତ ସର୍ଟ ଫିଲ୍ମ “ଇଂସ୍ପିରେଶନ”ରେ ନଜର ଆସିବେ।ତନୁଶ୍ରୀ କହିଛନ୍ତି,ମୁଁ ଏହି ବିଷୟ ଉପରେ ନିଜ ଚିନ୍ତାଧାରା ଆଧାରରେ “ଇଂସ୍ପିରେଶନ” ପାଇଁ ଡାଇଲଗ ଲେଖିଛି।ଅତୁଲ ଭଲ୍ଲାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ସର୍ଟ ଫିଲ୍ମ ମାର୍ଚ୍ଚ ୮ରେ ଅନ ଲାଇନ ରିଲିଜ ହେବ।/ଦେବଦତ୍ତ