ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…

ମୁମ୍ବାଇ: ଅସହ୍ୟ ତାତି ପରେ ଏବେ ଭାରତରେ ମୌସୁମୀ ଦସ୍ତକ ଦେଇଛି।ମୁମ୍ବାଇରେ ଏବେ ମୁଷଳଧାର ବର୍ଷା ହେଉଛି।ବର୍ଷାର ମଜା ମୁମ୍ବାଇ ଲୋକ ଭରପୁର ଉଠାଉଛନ୍ତି।ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି।ଯିଏ ଯାହା ବାଟରେ ବର୍ଷାର ମଜା ନେଉଛନ୍ତି।ବାହୁବଳୀ ହିରୋଇନ ତମ୍ମନା ଭାଟ୍ଟିଆଙ୍କର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବର୍ଷାର ଖୁବ୍ ମଜା ନେଇ ଭିଜି ଭିଜି ନାଚୁଛନ୍ତି। https://www.instagram.com/p/BzP5k80D4EU/?utm_source=ig_web_options_share_sheet ଛାତ ଉପରେ ତମ୍ମନା ଭିଜି ଭିଜି ଫନି ଡ୍ୟାନ୍ସ କରିଛନ୍ତି।ତମ୍ମନାଙ୍କ … Continue reading ବର୍ଷାର ମଜା ନେଲେ ବାହୁବଳୀ ହିରୋଇନ୍;ଭିଜି ଭିଜି ନାଚିଲେ ଛାତ ଉପରେ: ଦେଖନ୍ତୁ ଭିଡିଓ…