ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

ଭୁବନେଶ୍ୱର: ଉତ୍ତର କୋରିଆର ଏକଛତ୍ରବାଦ ତଥା କ୍ରୁର ଶାସକ କିମ୍ ଜୋଙ୍ଗ୍ ଉନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି। କିମ୍ ଜୋଙ୍ଗ୍ ଉନ୍ ଗୁରୁତ୍ୱର ଅସୁସ୍ଥ ଥିବା, ତାଙ୍କର ଗୁରୁତ୍ୱର ଅସ୍ତ୍ରୋପଚାର ହୋଇଥିବା ଏପରିକି ଏ’ ଭିତରେ ତାଙ୍କର ମୃତ୍ୟୁ ଘଟି ସାରିଥିବା ନେଇ ବିଭିନ୍ନ ଦେଶର ଗଣମାଧ୍ୟମରେ ଭିନ୍ନଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଉଛି। ଯଦି ବାସ୍ତବରେ କିମ୍ ଜୋଙ୍ଗ୍ ଉନଙ୍କ ମୃତ୍ୟୁ ହୋଇଥାଏ, ତେବେ ଏହାପରେ ଉତ୍ତର କୋରିଆର ଭବିଷ୍ୟତ … Continue reading ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?