Odiapua.com

ସୁନୀଲ ବଂସଲ ହେଲେ ବିଜେପି ରାଷ୍ଟ୍ରୀୟ ମହାସଚିବ: ରହିବ ଓଡ଼ିଶା ଦାୟିତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତରପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ଦାୟିତ୍ୱରେ ଥିବା ସୁନୀଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଏହା ଘୋଷଣା କରିଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇବେ ସୁନୀଲ ବଂସଲ।
-/Dr