ବିଜେପିରେ ଆତ୍ମଘାତୀ ସୋସିଆଲ୍ ମିଡିଆ ସେଲ୍: ନବୀନଙ୍କୁ ଟାର୍ଗେଟ୍; ଯୋଗୀ ବଦନାମ୍!

ଭୁବନେଶ୍ୱର: ଏବେ ପ୍ରାୟ ସବୁ ରାଜନୈତିକ ଦଳ ସୋସିଆଲ୍ ମିଡିଆ ଉପରେ ଖୁବ୍ ଗୁରୁତ୍ୱ ଦେଉଛନ୍ତି। ସୋସିଆଲ୍ ମିଡିଆରେ ଦଳର ପ୍ରଚାର ପ୍ରସାର କରାଇବା ପାଇଁ ବିଭିନ୍ନ ଦଳ ସୋସିଆଲ୍ ମିଡିଆ ସଂଯୋଜକ ବା ଆଇଟି ସେଲ୍ ପ୍ରମୂଖ ନିଯୁକ୍ତ କରୁଛନ୍ତି। ଦଳର ବିଭିନ୍ନ ଉଇଙ୍ଗ୍ସ ପାଇଁ ମଧ୍ୟ ସୋସିଆଲ୍ ମିଡିଆ ସଂଯୋଜକ ନିଯୁକ୍ତ କରାଯାଉଛି।ଦେଖିବାକୁ ଗଲେ ବିଜେପି ବୋଧେ ଏଥିରେ ଆଗୁଆ ରହିଛି। ବିଜେପିର ସୋସିଆଲ୍ ମିଡିଆରେ କାମ କରୁଥିବା କାର୍ଯ୍ୟକର୍ତ୍ତା ନିଜକୁ ବିଜେପି ସାଇବର୍ … Continue reading ବିଜେପିରେ ଆତ୍ମଘାତୀ ସୋସିଆଲ୍ ମିଡିଆ ସେଲ୍: ନବୀନଙ୍କୁ ଟାର୍ଗେଟ୍; ଯୋଗୀ ବଦନାମ୍!