ଭୁବନେଶ୍ୱର: ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ,ତାହା ସୁଦଶା ବ୍ରତ ରୂପେ ପାଳିତ ହୋଇଥାଏ।ଏହିଦିନ ଲକ୍ଷ୍ମୀଙ୍କୁ ପୂଜା କରାଯାଏ।ସୁଦଶାର ଅର୍ଥ ଭଲ ସମୟ।ସୁଦଶା ଶବ୍ଦ ଦଶ ସଂଖ୍ୟା ସହ ସଂଯୋଜିତ।ତେଣୁ, ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶଗୋଟି କଦଳୀ, ଦଶଗୋଟି ମଣ୍ଡା ସହିତ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ପୂଜା ହୋଇଥାଆନ୍ତି।ମହିଳାମାନେ … Continue reading ଓଡ଼ିଆଣୀଙ୍କ ପର୍ବ: ସୁଦଶା ବ୍ରତ
Copy and paste this URL into your WordPress site to embed
Copy and paste this code into your site to embed