Odiapua.com

ଅଜବ, ଗଜବ: ମଣିଷ ଆକୃତିର ଛେଳି ଛୁଆ! ଦେଖନ୍ତୁ ଭିଡିଓ ..

ଭୁବନେଶ୍ୱର: ଆଜି କାଲି ଦୁନିଆଁରେ ବିଭିନ୍ନ ପ୍ରକାରର ଅଜବ ଜନ୍ତୁଙ୍କୁ ଦେଖିବାକୁ ମିଳୁଛି। ଏହି ଭଳି ଏକ ଅଜବ ଜନ୍ତୁ ଦେଖିବାକୁ ମିଳିଛି ଅନୁଗୁଳ ବ୍ଲକ ଟାଇଁସି ଗ୍ରାମର ନାଣ୍ଡୁ ପେଣ୍ଠେଇଙ୍କ ଘରେ। ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଛି। ଛେଳି ଛୁଆଟି ମଣିଷ ଛୁଆ ଭଳି ଦିଶୁଛି। ମଣିଷ ଛୁଆ ଭଳି ହାତ ଗୋଡ ମୁଣ୍ଡ ମଧ୍ୟ ରହିଛି। ଏହି ଅଦ୍ଭୁତ ଛେଳି ଛୁଆଟିକୁ ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା। ତେବେ, ଜନ୍ମର କିଛି ସମୟ ପରେ ଛୁଆଟି ମରିଯିବା ପରେ ଘର ମାଲିକ ତାକୁ ପୋତି ଦେଇଥିଲେ। ପ୍ରାଣୀ ବିଶେଷଜ୍ଞଙ୍କ ମତରେ ଏହା ଏକ ବିରଳ କଞ୍ଜେନିଟାଲ ତ୍ରୁଟି। ଏହି ତୃଟି ଥିଲେ ଏପରି ବିଚିତ୍ର ଛୁଆ ଜନ୍ମ ହୁଅନ୍ତି। ଦେଖନ୍ତୁ ଭିଡିଓ –

-/Dev@Dr