Odiapua.com

ପୁରୀ-ୟଶବନ୍ତପୁରମ୍‌ ସ୍ପେସାଲ୍‌ ଏବଂ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଏହି ଦୁଇଟି ସ୍ଥାନରେ ରହିବନି ଟ୍ରେନ୍‌

ଭୁବନେଶ୍ୱର ୨୭-୨ (ଓଡ଼ିଆ ପୁଅ) ପୁରୀ-ୟଶବନ୍ତପୁରମ୍‌ ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଟୁନି ଏବଂ ତେଡେପାଲିଗୁଡେମ୍ ଷ୍ଟପେଜ୍ ବିଲୋପ କରାଯାଇଛି। ସେହିପରି ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେସାଲ୍‌ ଟ୍ରେନ୍‌ ପାଇଁ ଏହି ଦୁଇଟି ସ୍ଥାନରେ ରହିବନି ଟ୍ରେନ୍‌ ତାହା ହେଉଛି ନରସିଂହପଲ୍ଲୀ ଏବଂ ଟୁନି।

ପୂର୍ବେ ଏହି ଆଦେଶ ୨୫ ଜୁନ୍ ୨୦୨୧ ରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ୧୯ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ ବୋଲି ଭାରତୀୟ ରେଳବାଇ ସୂଚନା ଦେଇଛି।