Odiapua.com

ଦେଶରେ ୬୯, ୬୫୨ ନୂଆ କରୋନା ଆକ୍ରାନ୍ତ, ୯୭୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୩, ୮୬୬ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୯, ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୭୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୩୬, ୯୨୬ କୁ ବୃଦ୍ଧି ପାଇଛି ଏବଂ ୬, ୮୬, ୩୯୫ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୨୦, ୯୬, ୬୬୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୩, ୮୬୬ କୁ ବୃଦ୍ଧି ପାଇଛି।