Odiapua.com

ସୋନମ କପୁର ମା’ ହେବାକୁ ଯାଉଛନ୍ତି, ବେବି ବମ୍ପ ସହିତ ସେୟାର କଲେ ଫଟୋ

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ସୋନମ କପୁର ଏବେ ମା’ ହେବାକୁ ଯାଉଛନ୍ତି। ବେବି ବମ୍ପ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଫଟୋ।

ସୋନମ କପୁର ଏହି ଖୁସି ଖବର ସେୟାର କରି ଲେଖିଛନ୍ତି, “ଆମେ ତୁମକୁ (ନୂଆ ଅତିଥି) ସ୍ୱାଗତ କରିବାକୁ ଅପେକ୍ଷା କରିପାରିବୁ ନାହିଁ।”

ସୂଚନାଯୋଗ୍ୟଯେ, ସୋନମ ଏବଂ ଆନନ୍ଦ ଆହୁଜା ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି। ଏ ନେଇ ଦମ୍ପତ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।