Odiapua.com

ଜମ୍ମୁ କାଶ୍ମୀରରେ ଆଣ୍ଟି ମିଲିଣ୍ଟାଣ୍ଟ ଅପରେଶନ ସମୟରେ ସୈନିକଙ୍କ ମୃତ୍ୟୁ

କଶ୍ମୀର/ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ମଧ୍ୟ କାଶ୍ମୀର ଜିଲ୍ଲାର ବୁସାନ କ୍ଷେତ୍ରରେ ସର୍ଚ୍ଚ ଏବଂ କର୍ଡ଼ନ ଅପରେସନ ସମୟରେ ଡିଫାଦର ଆସଲମ ଖାନ ନଦୀ ଭିତରକୁ ଖସି ପଡ଼ିଥିଲେ। ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା, କିନ୍ତୁ ସୈନିକଙ୍କୁ ବଞ୍ଚାଯାଇପାରିଲା ନାହିଁ। ତାଙ୍କ ମୃତ ଶରୀରକୁ ପରେ ନଦୀରୁ ଉଦ୍ଧାର କରାଯାଇଥିଲା।