Odiapua.com

ଦେଶରେ ୬୪, ୩୯୯ ନୂଆ କରୋନା ଆକ୍ରାନ୍ତ, ୮୬୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୩, ୩୭୯ କୁ ବୃଦ୍ଧି

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୪, ୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୬୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧, ୫୩, ୦୧୧ କୁ ବୃଦ୍ଧି ପାଇଛି ଏବଂ ୬, ୨୮, ୭୪୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୪, ୮୦, ୮୮୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୩, ୩୭୯ କୁ ବୃଦ୍ଧି ପାଇଛି।