Odiapua.com

ଶିକ୍ଷକକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଓଏଟିଙ୍କ ନିଦେ୍ର୍ଦଶ

ନୟାଗଡ଼,୨୨ା୩(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୂଆଗାଁ ବ୍ଳକ ଅନ୍ତର୍ଗତ ମିନାଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳର ପୂର୍ବତନ ପ୍ରଧାନଶିକ୍ଷକ ତଥା ମହିତମା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ  ଏବଂ ନିଲମ୍ବିତ ହୋଇଥିବା ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀ ଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଦାଲତ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ରକରି ଶ୍ରୀ ଷଡ଼ଙ୍ଗୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଦେଶାଙ୍କ ନଂ.୩ ,ଦିନାଙ୍କ ୧୯.୦୩.୨୦୧୮ରେ ନିଦେ୍ର୍ଦଶ  ଦେଇଥିବା ଜଣାପଡ଼ିଛି ।