Odiapua.com

ସାଂସଦଙ୍କୁ ଭେଟି ନବବର୍ଷ ଶୁଭେଚ୍ଛା ଜଣାଇଲା ଶ୍ରୀରାମ ଦୟା ପରିଷଦ

ଭୁବନେଶ୍ୱର: ନବବର୍ଷ ୨୦୨୩ ଉପଲକ୍ଷେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଶ୍ରୀରାମ ଦୟା ପରିଷଦ କର୍ମକର୍ତ୍ତା। ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀଙ୍କ ସମେତ ଉପସଭାପତି ସାରଙ୍ଗଧର ବଳିୟାରସିଂହ ଏବଂ ପରିଚଳନା ସମିତି ସଦସ୍ୟ ଲକ୍ଷ୍ମୀଧର ସାମନ୍ତରାୟଙ୍କ ସମେତ ବିଜେପି ଯୁବନେତା ଚିତ୍ତରଞ୍ଜନ ତ୍ରିପାଠୀ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
-/Dr