ପଦ୍ମ ଧରି ପୁରୁଷତ୍ୱ ପାଇଗଲେ ଶ୍ରୀଖଣ୍ଡୀ; ରାଜ୍ୟ ସରକାର ବଦଳିବା ଦରକାର!

ଭୁବନେଶ୍ୱର:ଦାମ ଥିଲେ ଶ୍ରୀଖଣ୍ଡୀ।ସେ ଶ୍ରୀଖଣ୍ଡୀ ସେବେଥିଲେ, ଯେବେ ସେ ବିଜେଡିରେ ଥାଇ ଶଙ୍ଖ ଫୁଙ୍କୁଥିଲେ।ଏବେ କିନ୍ତୁ ଦାମ ବାବୁ ଆଉ ଶ୍ରୀଖଣ୍ଡୀ ନୁହଁନ୍ତି।ଶଙ୍କ ଫୁଙ୍କିବା ଛାଡ଼ି ପଦ୍ମ ଧରିଛନ୍ତି ଦାମ।ବିଜେପିରେ ଯୋଗଦେବା ପରେ ସେ ବୋଧେ ଏବେ ପୁରୁଷତ୍ୱ ପାଇ ଯାଇଛନ୍ତି!କାରଣ, ରାଜ୍ୟ ସରକାର ବଦଳିବା ଦରକାର! ଦାମ ବାବୁ ଜଣେ ଶ୍ରୀଖଣ୍ଡୀ।ଏକଥା କହିଥିଲେ ବିଜେପି ନେତ୍ରୀ ଡଃ: ଲେଖାଶ୍ରୀ ସାମନ୍ତସିଂହାର।ଏହାର ଜବାବ ଦେଇଥିଲେ ଦାମ ବାବୁ।ଲେଖାଶ୍ରୀ ଏ’କଥା କିପରି ଜାଣିଲେ? ବୋଲି ଦାମ ବାବୁ ପ୍ରଶ୍ନ … Continue reading ପଦ୍ମ ଧରି ପୁରୁଷତ୍ୱ ପାଇଗଲେ ଶ୍ରୀଖଣ୍ଡୀ; ରାଜ୍ୟ ସରକାର ବଦଳିବା ଦରକାର!