Odiapua.com

ଶ୍ରୀରାମ ମହାଯଜ୍ଞରେ ଗୀତ ଗାଇଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରରେ ରାମ ନବମୀ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ଶ୍ରୀରାମ ବିଜୟା ଦଶମୀ ଉପଲକ୍ଷେ ଆଜି ଅଷ୍ଟମୀ ତିଥିରେ ସନ୍ଥ ପୂଜନ କାର୍ଯ୍ୟକ୍ରମ ଅବସରରେ ଯୋଗ ଦେଇ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଗୀତ ଗାଇଥିଲେ।
ଶ୍ରୀରାମ ମହାଯଜ୍ଞ ଅବସରରେ ଗୀତ ଗାଇଲେ ବିରୋଧୀ ଦଳ ଉପନେତା #ବିଷ୍ଣୁ_ସେଠୀ
ଧାମନଗର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପାଳିତ ହେଉଥିବା ଶ୍ରୀରାମ ବିଜୟା ଦଶମୀ ଉପଲକ୍ଷେ ପ୍ରାତଃ ସମୟରୁ କଳସ ଯାତ୍ରା, ଗୋପୂଜନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
-@Dr