ରାଜନୀତିରେ ଲଭ୍, ସେକ୍ସ ଏଣ୍ଡ ଧୋକା

ଭୁବନେଶ୍ୱର ୯-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) କ୍ଷମତା ଓ ନାରୀ ଗୋଟିଏ ବୃକ୍ଷର ଅଭିନ୍ନ ଶାଖା। ରାଜାରାଜୁଡ଼ା ଶାସନ ଶାସନଠାରୁ ଆରମ୍ଭ କରି ଗଣତନ୍ତ୍ର ଶାସନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ କ୍ଷମତା ଆଗରେ ନାରୀକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ଏହା ଉପରେ ଦୀର୍ଘ ବର୍ଷ ଧରି ଅନେକ ବାତ୍ ବିତର୍କ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନର ରାସ୍ତା ବାହାରି ପାରିନାହିଁ। ବିଭିନ୍ନ ସ୍ତରର କ୍ଷମତା କେନ୍ଦ୍ର ଭିତରେ ନାରୀ ଜାତି ଶୋଷିତ … Continue reading ରାଜନୀତିରେ ଲଭ୍, ସେକ୍ସ ଏଣ୍ଡ ଧୋକା