Odiapua.com

ବିଜୟ କୁମାର ଶର୍ମା ହେଲେ ପ୍ରିଣ୍ଟି, ଷ୍ଟେସନାରୀ ଏଣ୍ଡ ପବ୍ଲିକେସନର ନିର୍ଦ୍ଦେଶକ

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ୧୯୮୬ ବ୍ୟାଚର ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ପ୍ରିଣ୍ଟି, ଷ୍ଟେସନାରୀ ଏଣ୍ଡ ପବ୍ଲିକେସନର ନିର୍ଦ୍ଦେଶକ ଭାବରେ ସ୍ଥାନାନ୍ତର କରାଯାଇଛି।