Odiapua.com

ବ୍ରେକିଙ୍ଗ୍ : NEET-JEE ପରୀକ୍ଷା ନକରାଇବା ପାଇଁ ୬ ଟି ଅଣ-ବିଜେପି ରାଜ୍ୟର ଆବେଦନ ସୁପ୍ରୀମ କୋର୍ଟରେ ଖାରଜ

ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) NEET-JEE ପରୀକ୍ଷା ନକରାଇବା ପାଇଁ ୬ ଟି ଅଣ-ବିଜେପି ରାଜ୍ୟର ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଜଷ୍ଟିସ ଅଶୋକ ଭୂଷଣ, ବି ଆର ଗାଭାଇ ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡଖଣ୍ଡ, ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡରୁ ମନ୍ତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ରିଭ୍ୟୁ ପିଟିସନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।