Odiapua.com

“ସକାଳ ସୁରଜ ସଞ୍ଜକୁ ନାହିଁ” :ଗୋଳବାଇରେ ସାମାଜିକ ନାଟକ

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଚୁଡ଼ୁଙ୍ଗ ସାହି ପୂଜା କମିଟି ପକ୍ଷରୁ ଆସନ୍ତା ୧୬ ତାରିଖରେ ମଞ୍ଚସ୍ଥ ହେବ ସାମାଜିକ ନାଟକ “ସକାଳ ସୁରଜ ସଞ୍ଜକୁ ନାହିଁ”।ସପ୍ତମ ବର୍ଷ ପାଇଁ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଉଛି।ସ୍ଥାନୀୟ କଳାକାରମାନେ ଏଥିରେ ଅଭିନୟ କରୁଛନ୍ତି।/ଦେବଦତ୍ତ