ରୁକ୍ମିଣୀ ବିବାହ: ଆଜି କାଳିଆର ବାହାଘର ..

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ମତରେ ରୁକ୍ମିଣୀ ବିବାହ ନାମରେ ଖ୍ୟାତ। ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ କୃଷ୍ଣ ମନ୍ଦିର ଗୁଡ଼ିକରେ ଏହି ବିବାହ ଉତ୍ସବ ପାଳନ ହୋଇଥାଏ। ତେବେ, ପୁରୀ ଶ୍ରୀମନ୍ଦିରରେ ପାଳିତ ରୁକ୍ମିଣୀ ବିବାହର ଧାର୍ମିକ ପରମ୍ପରା ତଥା ମାନ୍ୟତା ଅନନ୍ୟ ଅଟେ। ରୁକ୍ମିଣୀ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇ ରହିଛନ୍ତି। କୃଷ୍ଣ ହିଁ ଜଗନ୍ନାଥ। ତେଣୁ, … Continue reading ରୁକ୍ମିଣୀ ବିବାହ: ଆଜି କାଳିଆର ବାହାଘର ..