Odiapua.com

ପିପିଲି ଉପନିର୍ବାଚନ: ଗଣତି ଶେଷ, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦,୬୨୨ ଭୋଟରେ ବିଜୟୀ – ଜାଣନ୍ତୁ କାହାକୁ କେତେ ଭୋଟ

ପୁରୀ ୩-୧୦ (ଓଡ଼ିଆ ପୁଅ) ସରିଲା ପିପିଲି ଉପନିର୍ବାଚନ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦,୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ଜାଣନ୍ତୁ କାହାକୁ କେତେ ଭୋଟ ମିଳିଛି।

ଉପ ନିର୍ବାଚନରେ ୯୫ ହଜାର ୩୮୩ ଜଣ ପୁରୁଷ, ୮୪ ହଜାର ୫୯୭ ଜଣ ମହିଳା ଭୋଟର ଅର୍ଥାତ ଶତକଡା ୭୮.୨୫ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଏକ ଲକ୍ଷ ୭୯ ହଜାର ୯୮୦ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।

ଜାଣନ୍ତୁ କାହାକୁ କେତେ ଭୋଟ

କ୍ରମିକ ସଂଖ୍ୟା ପ୍ରାର୍ଥୀ ଦଳ ଇଭିଏମ୍‌ ଭୋଟ୍‌ ପୋଷ୍ଟାଲ ଭୋଟ୍‌ ମୋଟ ଭୋଟ ଭୋଟ ପ୍ରତିଶତ
ଆଶ୍ରୀତ ପଚ୍ଚନାୟକ ବିଜେପି ୭୫୭୭୦ ୨୮୬ ୭୬୦୫୬ ୪୨.୦୪
ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର କଂଗ୍ରେସ ୪୨୩୭ ୨୪ ୪୨୬୧ ୨.୩୬
ରୁଦ୍ର ପ୍ରତାପ ମହାରଥୀ ବିଜେଡ଼ି ୯୬୩୯୨ ୫୮୦ ୯୬୯୭୨ ୫୩.୬
ଅଶୋକ ପ୍ରଧାନ ସିପିଆଇ ଏମ୍‌ଏଲ୍‌ (ଲିବରେସନ୍‌) ୮୯୭ ୮୯୮ ୦.୫
ଜୟପ୍ରକାଶ ସେଠୀ ଅଖିଲ ଭାରତ ହିନ୍ଦୁ ମହାସଭା ୪୫୫ ୪୫୫ ୦.୨୫
ପିଙ୍କଲିନ୍ ମହାନ୍ତି କଳିଙ୍ଗ ସେନା ୧୫୫ ୧୫୬ ୦.୦୯
ମହମ୍ମଦ ଇମାମୁଦ୍ଦିନ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ) ୨୪୪ ୨୪୪ ୦.୧୩
ନଗେନ୍ଦ୍ର ନାଥ ମିଶ୍ର ସ୍ୱାଧୀନ ୪୧୪ ୪୧୪ ୦.୨୩
ସୁଲୋଚାନା ସାହୁ ସ୍ୱାଧୀନ ୨୬୬ ୨୬୬ ୦.୧୫
୧୦ ସ୍ୱପ୍ନେଶ୍ୱର ନାୟକ ସ୍ୱାଧୀନ ୩୭୬ ୩୭୭ ୦.୨୧
୧୧ ନୋଟା   ୮୩୧ ୮୩୧ ୦.୪୬
ମୋଟ     ୧୮୦୦୩୭ ୮୯୩ ୧୮୦୯୩୦