ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍

ଭୁବନେଶ୍ୱର: ମହାମାରୀ କରୋନା ଏବେ ବୈଶ୍ବିକ ସଙ୍କଟ ହୋଇ ଉଭା ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଛି। ଯେଉଁଠି ସଙ୍କଟ ଗମ୍ଭୀର ସେଠି ଦେଶର ନେତୃତ୍ୱ ସହିତ ସଂପୂର୍ଣ୍ଣ ସମାଜର ମଧ୍ୟ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। ଏହି ସଙ୍କଟ ସମୟରେ ଭାରତର ବର୍ତ୍ତମାନ ସାମାଜିକ ରାଜନୈତିକ ନେତୃତ୍ୱ ଏବଂ ସାମାନ୍ୟ ସମାଜର ବ୍ୟବହାର ସଂପୂର୍ଣ୍ଣ ବିଶ୍ଵ ସମ୍ମୁଖରେ ଏକ ଅନୁକରଣୀୟ ଉଦାହରଣ ହୋଇ ଠିଆ ହୋଇଛି। ବର୍ତ୍ତମାନର … Continue reading ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍